ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାଧାରଣ ଜ୍ଞାନ

0
1549

ପ୍ରିୟ ପାଠକ ପାଠିକା,ନୀତିଦିନ ଜୀବନରେ ଆମେ ଚାକିରୀ ଏବଂ ବ୍ୟବସାୟ ଏତେ ବ୍ୟସ୍ତ ରହୁଯେ ଆମକୁ ଆମ ରାଜ୍ୟ ଦେଶ ବିଦେଶ ବିଷୟରେ ଆମେ ଜାଣିପାରି ନଥାଉ । ଜାଣିବାର ଆଗ୍ରହ ଥିଲେବି ବହି ପଢିବାକୁ ସମୟ ନଥାଏ । ଏହାକୁ ଦୃଷ୍ଟିରେ ରଖି ଆମେ ଆପଣ ପାଇଁ ଆଣି ଦେଉଛୁ ସାଧାରଣ ଜ୍ଞାନ ସଂମ୍ପୂଣ୍ଣ ଡିଜିଟାଳ ପ୍ଲାଟ ଫର୍ମ ଯାହା ମାଧ୍ୟମରେ ଆପଣ ମାନେ କାମ ସମୟରେ ବି ଆପଣଙ୍କ ରାଜ୍ୟ ଦେଶ ବିଦେଶ ବିଷୟରେ ଜାଣିପାରିବେ । ସେଥିପାଇଁ ଆମେ ଆଣିଛୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାଧାରଣ ଜ୍ଞାନ ।


ଭାରତର ପୂର୍ବ ଉପକୂଳରେ ଓଡିଶା ୧୭ଡିଗ୍ରୀ ୪୯ ମିନିଟରୁ ୨୨ଡିଗ୍ରି ୩୪ ମିନିଟ୍ ଉତ୍ତର ଅକ୍ଷାାଂ, ଏବଂ୮୧ ଡିଗ୍ରୀ ୨୯ ମିନିଟରୁ ୮୭ ଡିଗ୍ରୀ ୨୯ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ ।


୨୦୧୧ ଜଣଗଣନା ଅନୁଯାୟୀ ଓଡିଶାର
୧. ଆୟତନ = ୧,୫୫,୭୦୭ ବର୍ଗ କି.ମି
୨. ସର୍ବାଧିକ ତାପମାତ୍ରା = ୪୬ ଡିଗ୍ରି ସେଲସିୟସ
୩. ମୁଖ୍ୟକଥିତ ଭାଷା = ୧୧
୪. ଲୋକସଂଖ୍ୟା = ୪,୧୯,୪୭,୩୫୮
୫. ପୁରୁଷ ସଂଖ୍ୟା = ୨,୧୨,୦୧,୬୭୮
୬. ମହିଳା ସଂଖ୍ୟା = ୨,୦୭,୪୫,୬୮୦
୭. ତୃତୀୟ ପୁରୁଷ ସଂଖ୍ୟା = ୨୦,୩୩୨
୮. ସହରରେ ବାସ କରୁଥିବା ପୁରୁଷ ସଂଖ୍ୟା = ୩୬,୧୬,୮୧୯
୯. ସହରରେ ବାସ କରୁଥିବା ମହିଳା ସଂଖ୍ୟା = ୩୩,୭୯,୩୦୫
୧୦. ମୋଟ ସାକ୍ଷରଙ୍କ ସଂଖ୍ୟା = ୭୩.୪୫%–୩,୦୮,୧୦,୩୩୪
୧୧. ପୁରୁଷ ସାକ୍ଷର = ୧,୫୩,୨୬,୦୩୬
୧୨. ରାଜ୍ୟରେ ପ୍ରତି ୧ ହଜାର ପୁରୁଷରେ ୯୭୮ ମହିଳା ଅଛନ୍ତି
୧୩. ପ୍ରତି ବର୍ଗ କି.ମି ରେ ୨୬୯ ଜଣ ବାସ କରୁଛନ୍ତି
୧୪. ମୋଟ ଜିଲ୍ଲା ପରିଷଦ ସଂଖ୍ୟା = ୩୦
୧୫. ଗ୍ରାମ ସଂଖ୍ୟା = ୫୧,୩୪୯
୧୬. ୱାର୍ଡ ସଂଖ୍ୟା =୯୨,୦୫୭
୧୭. ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା = ୮୫୩
୧୮. ଲୋକସଭା ଆସନ ସଂଖ୍ୟା = ୨୧(ସାଧାରଣ-୧୩,ହରିଜନ-୦୩,ଆଦିବାସୀ-୦୫)
୧୯. ବିଧାନସଭା ଆସନ ସଂଖ୍ୟା = ୧୪୭(ସାଧାରଣ-୯୦,ହରିଜନ-୨୩,ଆଦିବାସୀ-୩୪)
୨୦. ରାଜ୍ୟସଭାର ସଭ୍ୟ ସଂଖ୍ୟା = ୧୦
୨୧. ରାଜସ୍ୱ ଡିଭିଜନ = ୩
୨୨. ସବଡିଭିଜନ ସଂଖ୍ୟା = ୫୮
୨୩. ବ୍ଲକ ସଂଖ୍ୟା = ୩୧୪
୨୪. ମୋଟ ତହସିଲ ସଂଖ୍ୟା = ୩୧୬
୨୫. ଗ୍ରାମ ପଞ୍ଚାୟତ ସଂଖ୍ୟା = ୬,୮୦୫
୨୬. ପଞ୍ଚାୟତ ସମିତି ସଂଖ୍ୟା= ୩୧୪
୨୭. ମୋଟ ପୌରପାଳିକା = ୪୫
୨୮. ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ = ୫୧
୨୯. ମୋଟ ମହାନଗର ନିଗମ = ୦୫
୩୦. ଦୀର୍ଦ୍ଧ ସମୁଦ୍ର ଉପକୂଳ = ୪୮୦ କି.ମି
୩୧. ଚାଷ ଜମିର ପରିମାଣ = ୮୭,୪୬,୦୦୦ ହେକ୍ଟର
୩୨. ଜଙ୍ଗଲ ଆୟତନ = ୬୭,୯୨୫ ବର୍ଗ କି.ମି
୩୩. ମୋଟ ଜାତୀୟ ରାଜପଥର ଦୈର୍ଦ୍ଧ୍ୟ = ୩୭୦୪ କି.ମି
୩୪. ମୋଟ ରାଜ୍ୟ ରାଜପଥର ଦୈର୍ଦ୍ଧ୍ୟ = ୫୧୦୨ କି.ମି
୩୫. ମୋଟ ଦୃତଗାମୀ ରାଜପଥ ଦୈର୍ଦ୍ଧ୍ୟ = ୮୧ କି.ମି
୩୬. ମୋଟ ରେଳରାସ୍ତାର ଦୈର୍ଦ୍ଧ୍ୟ = ୨୪୬୫ କି.ମି
୩୭. ମୋଟ ରେଳ ଷ୍ଟେସନ = ୨୮୧
୩୮. ଓଡିଶାର ଘରୋଇ ଡିଗ୍ରୀ ଇଞ୍ଜିନିୟରିଂ କଲେଜ = ୯୦
୩୯. ଓଡିଶାର ଘରୋଇ ପଲିଟେକନିକ ଡିପ୍ଲୋମା କଲେଜ = ୮୮
୪୦. ସରକାରୀ ଇଞ୍ଜିନିୟରିଂ କଲେଜ = ୧୧
୪୧. ଓଡିଶାର ସରକାର ପଲିଟେକନିକ ଡିପ୍ଲୋମା କଲେଜ = ୩୩
୪୨. ବିଶ୍ୱବିଦ୍ୟାଳୟ ସଂଖ୍ୟା = ୧୯
୪୩. ଜନ୍ନାଲିଜମ ଆଣ୍ଡ ମାସ କମୁନିକେଶନ/ମାସ ଏଜୁକେଶନ ଶିକ୍ଷା ଅନୁଷ୍ଠାନ ସଂଖ୍ୟା = ୨୩
୪୪. ଯୁକ୍ତ ଦୁଇ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ସଂଖ୍ୟା = ୧,୪୬୭
୪୫. ପ୍ରାଥମିକ ବିଦ୍ୟାଳୟ = ୮୦,୩୮୭
୪୬. ଏଗ୍ରି-ବିଜିନେସ ମ୍ୟାନେଜମ୍ୟାଣ୍ଟଶିକ୍ଷା ଅନୁଷ୍ଠାନ ସଂଖ୍ୟା = ୦୫

LEAVE A REPLY

Please enter your comment!
Please enter your name here