ଭାଲୁ ଆକ୍ରମଣରେ ୪ ଆହତ

0
391

ଇଏନ୍‌ଏନ୍ ବ୍ୟୁରେ, ୨୧/୦୮/୨୦- ଭବାନୀପାଟଣା ସହର କୁ ପୁଣି ଏକ ଜଙ୍ଗଲି ଭାଲୁ ପସି ଆସିଛି । ତାକୁ କାବୁ କରିବା ପାଇଁ ୨୧ ତାରଖ ଗୁରୁବାର ଦିନ ସକାଳୁ ପୋଲିସ, ଜଙ୍ଗଲ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଦିନ ୧୨ ପର‌୍ୟ୍ୟନ୍ତ ତାକୁ ଧରିବାରେ ସକ୍ଷମ ହୋଇ ପାରିନାହାନ୍ତି । ଲୋକମାନଙ୍କ ର ଗହଳି ଓ ଭାଲୁକୁ ଘଉଡାଇବା ଓ ପିଟାପିଟି କରିବା ଫଳରେ ଭାଲୁ ରାଗି ଯାଇ ୪ ଜଣ ଙ୍କୁ କାମୁଡି ଦେବାରୁ ସେମାନେ ଆହତ ହୋଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here