ବିଏମସି ଅଞ୍ଚଳରୁ ଆଜି ୨୬୭ ପଜିଟିଭ ଚିହ୍ନଟ । ୧୭୪ ସୁସ୍ଥ।

0
148
bmc

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୮/୨୦- ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୨୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୧୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୭୪ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି। ବିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୯୯ ରେ ପହଞ୍ଚିଥିବା ବେଳେ ୪,୫୩୬ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨,୯୯୪ ଜଣ ଚିକିତ୍ସାଧିନ ଅଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ୩୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇ ସାରିଲାଣି ।

LEAVE A REPLY

Please enter your comment!
Please enter your name here