ଆପ ବିଧାୟକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

0
291

ପରିବାର ଲୋକେ କରୋନାରେ ଆକ୍ରାନ୍ତ ଥିବାରୁ ଦେଖାଶୁଣା ନିମନ୍ତେ ଜାମିନ ଆବେଦନ କରିଥିଲେ

ଇଏନ୍ଏନ୍ ବ୍ୟୁରୋ,୨୪//୨୦ଦକ୍ଷିଣଦିଲ୍ଲୀରେ ଗୋଟିଏ ଡାକ୍ଟରଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆପ ବିଧାୟକ ପ୍ରକାଶ ଜରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇଛନ୍ତି ଅଭିଯୁତ୍କ ବିଧାୟକ ଜରୱାଲ ଏବେ ତିହାର ଜେଲରେ ଅଛନ୍ତି ବିଧାୟକଙ୍କ ପିତା କରୋନା ଆକ୍ରାନ୍ତ ସେହିପରି ପତ୍ନୀଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖାଦେଇଛି ସେଥିପାଇଁ ଅଭିଯୁତ୍କ ବିଧାୟକ ଏହି ଆଧାରରେ ଜାମିନ ଆବେଦନ କରିଥିଲେ ଏଥିସହ ଜାମିନ ମିଳିଲେ ପରିବାରର ଦେଖାଶୁଣା କରିପାରିବେ ବୋଲି ଦର୍ଶାଇଥିଲେ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣୀ କରି ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି

ପୂର୍ବ ସୂଚନା ମୁତାବକ,ଡାକ୍ଟର ରାଜେଦ୍ର ସିଂହ ଗତ ଏପ୍ରେଲ ୧୮ ତାରିଖରେ ସାଉଥ ଦିଲ୍ଲୀରେ ଦୁର୍ଗା ବିହାରରେ ଆତ୍ମହତ୍ୟା କରିଥିଲେ ତେବେ ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ ବିଧାୟକ ପ୍ରକାଶ ଜରୱାଲଙ୍କୁ ସେ ଦାୟୀ କରିଥିଲେ 

LEAVE A REPLY

Please enter your comment!
Please enter your name here