ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାଧାରଣ ଜ୍ଞାନ

0
660

ପ୍ରିୟ ପାଠକ ପାଠିକା,ନୀତିଦିନ ଜୀବନରେ ଆମେ ଚାକିରୀ ଏବଂ ବ୍ୟବସାୟ ଏତେ ବ୍ୟସ୍ତ ରହୁଯେ ଆମକୁ ଆମ ରାଜ୍ୟ ଦେଶ ବିଦେଶ ବିଷୟରେ ଆମେ ଜାଣିପାରି ନଥାଉ । ଜାଣିବାର ଆଗ୍ରହ ଥିଲେବି ବହି ପଢିବାକୁ ସମୟ ନଥାଏ । ଏହାକୁ ଦୃଷ୍ଟିରେ ରଖି ଆମେ ଆପଣ ପାଇଁ ଆଣି ଦେଉଛୁ ସାଧାରଣ ଜ୍ଞାନ ସଂମ୍ପୂଣ୍ଣ ଡିଜିଟାଳ ପ୍ଲାଟ ଫର୍ମ ଯାହା ମାଧ୍ୟମରେ ଆପଣ ମାନେ କାମ ସମୟରେ ବି ଆପଣଙ୍କ ରାଜ୍ୟ ଦେଶ ବିଦେଶ ବିଷୟରେ ଜାଣିପାରିବେ । ସେଥିପାଇଁ ଆମେ ଆଣିଛୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାଧାରଣ ଜ୍ଞାନ ।

ଆଜିର ସାଧାରଣ ଜ୍ଞାନରେ ଜାଣିବା ଓଡିଶା ସରକାରଙ୍କ ମନ୍ତ୍ରୀ ମଣ୍ଡଳ (୨୦୧୯ ନିର୍ବାଚନ)

ରାଜ୍ୟପାଳ = ମାନ୍ୟବର ଡ.ଗଣେଶୀ ଲାଲ
ବାଚସ୍ପତି = ସୂର୍ଯ୍ୟ ନାରାୟଣ ପାତ୍ର
ଉପ ବାଚସ୍ପତି = ରଜନୀକାନ୍ତ ସିଂହ
ମୁଖ୍ୟ ସଚେତକ = ପ୍ରମିଳା ମଲ୍ଲିକ
ଉପ ମୁଖ୍ୟ ସଚେତକ = ପ୍ରଣବ କୁମାର ବଳବନ୍ତରାୟ

ମୁଖ୍ୟମନ୍ତ୍ରୀ

ନବୀନ ପଟ୍ଟନାୟକ == ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆବଣ୍ଟତ ହୋଇନଥିବା , ଅନ୍ୟାନ୍ୟ ବିଭାଗ

କ୍ୟାବିନେଟ ମନ୍ତ୍ରୀ

୦୧) ନିରଞ୍ଜନ ପୂଜାରୀ = ଅର୍ଥ ଓ ଅବକାରୀ
୦୨) ବିକ୍ରମ କେଶରୀ ଆରୁଖ = ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର
୦୩) ପ୍ରଫୁଲ୍ଳ କୁମାର ମଲ୍ଲିକ = ଇସ୍ପାତ ଓ ଖଣି ଏବଂ ପୁର୍ତ୍ତ, ଗୃହ ବିଭାଗ
୦୪) ରଣେନ୍ଦ୍ର ପ୍ରତାପ ସ୍ୱାଇଁ = ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ
୦୫) ପଦ୍ମନାଭ ବେହେରା = ଯୋଜନା ଓ ସଂଯୋଜନା, ବାଣିଜ୍ୟ ଓ ପରିବହନ
୦୬) ପ୍ରତାପ ଜେନା = ପଞ୍ଚାୟତିରାଜ ଓ ପାନୀୟ ଜଳ,ଆଇନ, ଗୃହ ଓ ନଗର ଉନ୍ନୟନ
୦୭) ଅରୁଣ କୁମାର ସାହୁ = କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଉଚ୍ଚଶିକ୍ଷା
ବିଭାଗ
୦୮) ସୁଦାମ ମାରାଣ୍ଡି = ରାଜସ୍ୱ ବିପର୍ଯ୍ୟୟ ପରିଚାଳନା
୦୯) ସୁଶାନ୍ତ ସିଂ = ଗ୍ରାମ୍ୟ ଉନ୍ନୟନ,ଶ୍ରମ ଓ କର୍ମଚାରୀ, ରାଜ୍ୟ ବୀମା
୧୦) ନବ କିଶୋର ଦାସ = ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
୧୧) ଟୁକୁନି ସାହୁ = ମହିଳା ଓ ଶିଶୁ ବିକାଶ ତଥା ଭିନ୍ନକ୍ଷମ କଲ୍ୟାଣ ଓ ମିଶନ ଶକ୍ତି
ରାଷ୍ଟ୍ରମନ୍ତ୍ରୀ
୦୧)ଜଗନ୍ନାଥ ସାରକା = ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
୦୨) ଦିବ୍ୟଶଙ୍କର ମିଶ୍ର = ଶକ୍ତି, ଶିଳ୍ପ ଏବଂ ଅଣୁ କ୍ଷୁନ୍ଦ୍ର ଓ ମଧ୍ୟମ ଉଦ୍ୟୋଗ
୦୩)ଅଶୋକ ଚନ୍ଦ୍ର ପଣ୍ଡା = ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା
ଏବଂ ଭିନ୍ନକ୍ଷମ ସଶକ୍ତୀକରଣ
୦୪) ସମୀର ରଞ୍ଜନ ଦାସ = ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
୦୫) ଜ୍ୟୋତିପ୍ରକାଶ ପାଣିଗ୍ରାହୀ = ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି
୦୬) ପ୍ରେମାନନ୍ଦ ନାୟକ = ଦକ୍ଷତା ବିକାଶ ଓ ବୌଷୟିକ ଶିକ୍ଷା
୦୭) ରଘୁନନ୍ଦନ ଦାସ = ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
୦୮) ପଦ୍ମିନୀ ଦିଆନ୍ = ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ
୦୯) ତୁଷାରକାନ୍ତି ବେହେରା = ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡା ଓ ଯୁବ ସେବା

ଲୋକସଭା ସାଂସଦ

୦୧) କଂଗ୍ରେସ = କୋରାପୁଟ, ଆଦିବାସୀ = ସପ୍ତଗିରି ଶଙ୍କର ଉଲ୍ଲାକା
୦୨) ବିଜେପି = ସମ୍ବଲପୁର = ନିତେଶ୍ ଗଙ୍ଗଦେବ
୦୩) ବିଜେପି = ବଲାଙ୍ଗୀର = ସଙ୍ଗୀତା ସିଂହଦେଓ
୦୪) ବିଜେପି = କଳାହାଣ୍ଡି = ବସନ୍ତ ପଣ୍ଡା
୦୫) ବିଜେପି = ବାଲେଶ୍ୱର = ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୦୬) ବିଜେପି = ଭୁବନେଶ୍ୱର = ଅପରାଜିତା ଷଡ଼ଙ୍ଗୀ
୦୭) ବିଜେପି = ସୁନ୍ଦରଗଡ,ଆଦିବାସୀ = ଜୁଏଲ ଓରାମ୍‌
୦୮) ବିଜେପି = ମୟୁରଭଞ୍ଜ, ଆଦିବାସୀ = ବିଶ୍ୱେଶର ଟୁଡୁ
୦୯) ବିଜେପି = ବରଗଡ଼ = ସୁରେଶ ପୂଜାରୀ
୧୦) ବିଜେଡି = କନ୍ଧମାଳ = ଅଚ୍ୟୁତ ସାମନ୍ତ
୧୧)ବିଜେଡି = କଟକ = ଭର୍ତ୍ତୁହରି ମହତାବ
୧୨) ବିଜେଡି = ଢେଙ୍କାନାଳ = ମହେଶ ସାହୁ
୧୩) ବିଜେଡି = କେନ୍ଦୁଝର, ଆଦିବାସୀ = ଚନ୍ଦ୍ରାଣୀ ମୁର୍ମୁ
୧୪) ବିଜେଡି = ବ୍ରହ୍ମପୁର = ଚନ୍ଦ୍ରଶେଖର ସାହୁ
୧୫) ବିଜେଡି = ଆସ୍କା = ପ୍ରମିଳା ବିଶୋୟୀ
୧୬) ବିଜେଡି = ପୁରୀ = ପିନାକୀ ମିଶ୍ର
୧୭) ବିଜେଡି = କେନ୍ଦ୍ରାପଡା = ଅନୁଭବ ମହାନ୍ତି
୧୮) ବିଜେଡି = ଯାଜପୁର, ହରିଜନ = ଶର୍ମିଷ୍ଠା ସେଠୀ
୧୯) ବିଜେଡି = ଭନ୍ଦ୍ରକ, ହରିଜନ = ମଞ୍ଜୁଲତା ମଣ୍ଡଳ
୨୦) ବିଜେଡି = ଜଗତସିଂହପୁର, ହରିଜନ = ଡା.ରାଜଶ୍ରୀ ମଲ୍ଲିକ
୨୧) ବିଜେଡି = ନବରଙ୍ଗପୁର,ଆଦିବାସୀ = ରମେଶ ଚନ୍ଦ୍ର ମାଝୀ

ଓଡିଶାର ରାଜ୍ୟପାଳ ଗଣ

୦୧) ଡକ୍ଟର କୌଳାସ ନାଥ କାଟଜୁ =୧୯୪୭-୧୯୪୮
୦୨) ଆସାଫ୍ ଅଲ୍ଲୀ = ୧୯୪୮-୧୯୫୧
୦୩) ଭି.ପି ମେନନ୍ (ଅସ୍ଥାୟୀ) = ୧୯୫୧-୧୯୫୧
୦୪) ସାର୍ ସୟଦ୍ ଫଜଲ ଅଲ୍ଲୀ (ଦୁଇଥର) = ୧୯୫୧-୧୯୫୪
୦୫) ପି.ଏସ୍ ସଞ୍ଜୀବମ୍ କୁମାରସ୍ୱାମୀ ରାଜା = ୧୯୫୪-୧୯୫୬
୦୬) ଭୀମସେନ ସାଚାର = ୧୯୫୬-୧୯୫୭
୦୭) ଯଶୋବନ୍ତ ନାରାୟଣ ସୁକ୍‌ଥଙ୍କର = ୧୯୫୭-୧୯୬୨
୦୮) ଡକ୍ଟର ଅଯୋଧ୍ୟାନାଥ ଖୋସ୍‌ଲା = ୧୯୬୨-୧୯୬୭
୦୯) ଖଲିଲ୍ ମହମ୍ମଦ(ଅସ୍ଥାୟୀ) = ୧୯୬୬-୧୯୬୬
୧୦) ଡକ୍ଟର ସୌକତ ଅଲ୍ଲୀ ସାହା ଅନସାରୀ = ୧୯୬୮-୧୯୭୧
୧୧) ସଦ୍ଧାର ଯୋଗୀନ୍ଦ୍ର ସିଂହ = ୧୯୭୧-୧୯୭୨
୧୨) ଗତିକୃଷ୍ନ ମିଶ୍ର(ଅସ୍ଥାୟୀ) = ୧୯୭୨-୧୯୭୨
୧୩) ବପ୍ପା ଦାନପ୍ପା ଜତ୍ତି = ୧୯୭୨-୧୯୭୪
୧୪) ଗତିକୃଷ୍ନ ମିଶ୍ର(ଅସ୍ଥାୟୀ) = ୧୯୭୪-୧୯୭୪
୧୫) ଆକବର ଅଲ୍ଲୀ ଖାଁ = ୧୯୭୪-୧୯୭୬
୧୬) ଶିବ ନାରାୟଣ ଶଙ୍କର(ଅସ୍ଥାୟୀ) = ୧୯୭୬-୧୯୭୭
୧୭) ହରିଚରଣ ସିଂହବ୍ରାର = ୧୯୭୭-୧୯୭୭
୧୮) ଭଗବତ ଦୟାଲ ଶର୍ମା = ୧୯୭୭-୧୯୮୦
୧୯) ସି.ଏମ୍‌.ପୁନାଚା = ୧୯୮୦-୧୯୮୩
୨୦) ବିଶ୍ୱମ୍ବର ନାଥ ପାଣ୍ଡେ = ୧୯୮୩-୧୯୮୮
୨୧) ପ୍ରଫେସର ନୁରୁଲ୍ ହାସନ୍ = ୧୯୮୮-୧୯୯୦
୨୨) ଯଞ୍ଚଦତ୍ତ ଶର୍ମା = ୧୯୯୦-୧୯୯୩
୨୩) ବି ସତ୍ୟନାରାୟଣ ରେଡ୍ଡୀ = ୧୯୯୩-୧୯୯୫
୨୪) ଗୋପାଳ ରାମାନୁଜମ୍ = ୧୯୯୫-୧୯୯୭
୨୫) କେ.ଭି. ରଙ୍ଗରାଜନ୍ = ୧୯୯୭-୧୯୯୭
୨୬) ସି.ରଙ୍ଗରାଜନ୍ = ୧୯୯୮-୧୯୯୯
୨୭) ଏମ୍‌.ଏମ୍‌.ରାଜେନ୍ଦ୍ରନ୍ = ୧୯୯୯-୨୦୦୪
୨୮) ରାମେଶ୍ୱର ଠାକୁର = ୨୦୦୪-୨୦୦୭
୨୯) ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ = ୨୦୦୭-୨୦୧୩
୩୦) ଏସ୍‌.ସି.ଜମିର = ୨୦୧୩-୨୦/୦୩/୨୦୧୮
୩୧) ସତ୍ୟ ପାଲ ମଲିକ୍ (ଚାର୍ଜ) = ୨୧-୦୩-୨୦୧୮-୨୮-୦୫-୨୦୧୮
୩୨) ପ୍ରଫେସର ଗଣେଶୀ ଲାଲ୍ = ୨୯-୦୫-୨୦୧୮- …………

LEAVE A REPLY

Please enter your comment!
Please enter your name here