ବିଏମସି ଅଞ୍ଚଳରୁ ଆଜି ୧୦୧ ଆକ୍ରାନ୍ତ ଚିହ୍ନଟ, ୧୦୬ ସୁସ୍ଥ ।

0
347

ଇଏନ୍‌ଏନ୍ ବ୍ୟୁରୋ, ୦୭/୦୮/୨୦- ଆଜି ଭୁବନେଶ୍ୱର ମୁନିସିପାଲ କରପୋରେସନ (ବିଏମସି) ଅଞ୍ଚଳରୁ ୧୦୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୧୦୬ ଜଣ ଆରୋଗ୍ୟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୪୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏଥି ସହ ବିଏମସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୭୩ରେ ପହଞ୍ଚିଛି । ସେଥିମଧ୍ୟରୁ ୨୨୫୭ ଜଣ ଆରୋଗ୍ୟ ହୋଇଥିବା ବେଳେ ୧୨୯୬ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here