ବିଏମସି ଅଞ୍ଚଳରୁ ଆଜି ୧୩୭ ଆକ୍ରାନ୍ତ ଚିହ୍ନଟ ଓ ୧୧୮ ସୁସ୍ଥ ।

0
133

ଇଏନ୍‌ଏନ୍ ବ୍ୟୁରୋ, ୦୫/୦୮/୨୦-ଆଜି ଭୁବନେଶ୍ୱର ମୁନିସିପାଲ କରପୋରେସନ (ବିଏମସି) ଅଞ୍ଚଳରୁ ୧୩୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୧୧୮ ଜଣ ଆରୋଗ୍ୟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏଥି ସହ ବିଏମସି ଅଞ୍ଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫୪ରେ ପହଞ୍ଚିଛି । ସେଥିମଧ୍ୟରୁ ୨୦୬୧ଜଣ ଆରୋଗ୍ୟ ହୋଇଥିବା ବେଳେ ୧୨୭୩ ଜଣ ଚିକିତ୍ସାଧିନ ଅଛନ୍ତି ଓ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here