ବିଏମସି ଅଞ୍ଚଳରୁ ୩୧୭ ପଜିଟିଭ ଚିହ୍ନଟ । ୧୭୦ ସୁସ୍ଥ।

0
285
bmc

ଇଏନ୍‌ଏନ୍ ବ୍ୟୁରୋ, ୨୩/୦୮/୨୦- ଆଜି ରାଜଧାନୀ ଭୁବନେଶ୍ୱର (ବିଏମସି ଅଞ୍ଚଳ)ରୁ ୩୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୭୦ ଜଣ ଚିକିତ୍ସା ପରେ ଆରୋଗ୍ୟ ହୋଇଛନ୍ତି। ବିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୩୨ରେ ପହଞ୍ଚିଥିବା ବେଳେ ୪,୩୮୯ ଜଣ ଆରୋଗ୍ୟ ହୋଇଛନ୍ତି ଓ ୨,୯୦୧ ଜଣ ଚିକିତ୍ସାଧିନ ଅଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ୩୩ ଜଣଙ୍କର କରୋନା ସଂକ୍ରମିତ ମୃତ୍ୟୁ ହୋଇ ସାରିଲାଣି ।

\
.

LEAVE A REPLY

Please enter your comment!
Please enter your name here