ସିଏଜି ରିପୋର୍ଟ ଓ ରାଜ୍ୟ ଆର୍ଥିକ ସ୍ଥିତି ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ମହାଲେଖାକାର ।

0
358

ଇଏନ୍‌ଏନ୍ ବ୍ୟୁରୋ, ୨୮/୦୮/୨୦- ଆଗାମୀ ବିଧାନସଭା ମୌସୁମୀ ଅଧିବେଶ ଉପସ୍ଥାପିତ ହେବାକୁ ଥିବା ସିଏଜି ରିପୋର୍ଟ ଓ ରାଜ୍ୟ ଆର୍ଥିକ ସ୍ଥିତିର ଲେଖା ପରୀକ୍ଷା ଓ ବିବରଣୀ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ମହାଲେଖାକାର ଦ୍ୱୟ ପ୍ରଦାନ କରିଛନ୍ତି । ଶ୍ରୀ ବିଭୁଦତ୍ତ ବସନ୍ତିଆ ମହାଲେଖାକାର ଅଡ଼ିଟ-୨ ଓ ମହାଲେଖାକାର (ଲେଖା ଓ ହକଦାରୀ) ୨୦୧୭-୧୮ ଆର୍ଥୀକ ବର୍ଷର ଆର୍ଥିକ କ୍ଷେତ୍ର ଓ ସରକାରୀ ଉଦ୍ୟୋଗ କ୍ଷେତ୍ରର ସିଏଜି ରିପୋର୍ଟ ସହ ୨୦୧୮-୧୯ ବର୍ଷର ରାଜ୍ୟ ଆର୍ଥିକ ସ୍ଥିତି ବିବାରଣୀ ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ବେଳେ ମହାଲେଖାକାର ଶୁଶ୍ରୀ ସ୍ମ୍ରିତି ୨୦୧୭-୧୮ ଆର୍ଥିକ ବର୍ଷର ସାଧାରଣ ଓ ସାମଜିକ କ୍ଷେତ୍ରର ଲେଖା ପରୀକ୍ଷା ସିଏଜି ରିପୋର୍ଟ ସହ ରାଜ୍ୟର ଆର୍ଥିକ ସ୍ଥିତି ଲେଖା ପାରୀକ୍ଷା ରିପୋର୍ଟ ଆଗାମୀ ବିଧାନସଭାରେ ଉପସ୍ଥାପିତ ହେବା ପାଇଁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here